ହଂସପାଳ ଫ୍ଲାଏଓଭର୍ ନିର୍ମାଣ ପ୍ରସଙ୍ଗ : କଣ୍ଟ ସାଜିଛି କଣ୍ଟା

ଭୁବନେଶ୍ବର: ପ୍ରଥମେ ୧୮ ମାସରେ ସରିବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ପାଇଁ କଣ୍ଟ ଗଡ଼ିଗଲା। ୧୮ ମାସ ବଦଳରେ ୨୭ ମାସ ଲାଗିବ ବୋଲି କୁହାଗଲା। ଏବେ ପୁଣି କଣ୍ଟ ଗଡ଼ିଲାଣି। ୨୭ ମାସ ବଦଳରେ ୩୦ ମାସ ଲାଗିବ ବୋଲି କୁହାଗଲାଣି। ତେଣୁ ବାରମ୍ବାର କର୍ତ୍ତୃପକ୍ଷ ଦିନ ଗଡ଼ାଇ ଚାଲିଥିବାରୁ ଏହି ୩୦ ମାସ ଯେ ଠିକ୍‌ ବୋଲି ଲୋକେ ବିଶ୍ବାସ କରିପାରୁନାହାନ୍ତି। ଏହା ହେଉଛି … Continue reading ହଂସପାଳ ଫ୍ଲାଏଓଭର୍ ନିର୍ମାଣ ପ୍ରସଙ୍ଗ : କଣ୍ଟ ସାଜିଛି କଣ୍ଟା